ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର…

ଘଟଗାଁ: କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତା ସଉତୁଣୀ ନାଳ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଘଷିପୁରା ଥାନା ଟୋଲକନାଣ୍ଡି ଗ୍ରାମର ଜଡା ଦାସ୍ ବୋଲି ଜଣାପଡିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରୁ ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.