ନୂଆବର୍ଷରେ କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

ଭୁବନେଶ୍ୱର: କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ । ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ । ନୂଆବର୍ଷ ପାଇଁ ପୁଣି ଥରେ ସତର୍କ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନେଇ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ରାଜ୍ୟରେ ଅନୁପାଳନ କରାଯାଉଛି । ଯେଉଁଠାକୁ ଆନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ କୋଭିଡ କଟକଣା ପାଳନ ହେଉଛି। ରାଜ୍ୟକୁ ଆନ୍ତର୍ଜାତୀୟ ବିମାନ ଆସୁନାହିଁ ତେଣୁ ଚିନ୍ତା କରିବା ଆବଶ୍ୟକତା ନାହିଁ । ସବୁ କୋଭିଡ ପଜିଟିଭଙ୍କ ଜିନମ ସିକ୍ୱେନ୍‌ସିଂ କରାଯିବ ।

nis-ad
Leave A Reply

Your email address will not be published.