ସ୍ବର୍ଗତ ଚିତ୍ତରଞ୍ଜନଙ୍କ ଦ୍ବାଦଶାହରେ ସ୍ମୃତି ଚାରଣ ସଭା ଓ ଭଜନ କାର୍ଯ୍ୟକ୍ରମ

ବୁଗୁଡ଼ା : ବୁଗୁଡ଼ା ତହସିଲର ମୁଖ୍ୟ କିରାଣୀ ସ୍ବର୍ଗତ ଚିତ୍ତ ରଞ୍ଜନ ପାଢ଼ୀଙ୍କ ଦ୍ବାଦଶାହରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ତହସିଲ କର୍ମଚାରୀ, ଆତ୍ମୀୟସ୍ବଜନ ଉପସ୍ଥିତ ରହି ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ଏ ଅବସରରେ ଶ୍ରୀ ଜଗନ୍ନାଥ ଦିବ୍ଯାଙ୍ଗ ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.