ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଯାଇଛି,ଏହି ବୈଠକରେ ସରକାର ଙ୍କ ଦ୍ଵାରା ପରିଚାଳିତ ହେଉଥିବା ବିଭିନ୍ନ ଯୋଜନା ବିଷୟ ରେ ଆଲୋଚନା ହେବା ସହ ପଞ୍ଚାୟତ ସମିତି ର ଉନ୍ନତି ନିମନ୍ତେ ଆଲୋଚନା କରା ଯାଇଥିଲା।ଆହୂତ ବୈଠକରେ ରାଜ୍ୟ ସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ୍ ଏବଂ ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀଶଙ୍କର ମାଝି ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନବରଙ୍ଗପୁର, ନବରଙ୍ଗପୁର ତହସିଲଦାର, ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.