ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ତେଜିଲା ନିଆଁ

ଭଞ୍ଜନଗର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ। ଗତକାଲି ଦିନ ତମାମ ସୁରଟ ସହରରେ ଆନ୍ଦୋଳନ କରାଯାଇଥିଲ।

ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସେପଟେ ଶ୍ରମ ମନ୍ତ୍ରୀ ଓଡିଆ ସମାଜ, ପୋଲିସ ଓ ପ୍ରଶାସନ ସହ କଥା ହେବା ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.