ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର: ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭବରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ତେବେ କାଞ୍ଜିପାଣି ଘାଟି ଅଞ୍ଚଳ କୁଆଁରରେ ଘନ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

nis-ad
Leave A Reply

Your email address will not be published.