ଯୁବକଙ୍କୁ ଉଠାଇ ନେବା ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ମହିଳା

ଭୁବନେଶ୍ବର ୧୨।୧୦ : ତାତିଲେ ମହିଳା । ଘେରିଲେ ଥାନା । ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ଶତାଧିକ ମହିଳା ।

ଖବର ଅନୁଯାୟୀ, କାର୍ତ୍ତିକେଶ୍ବର ପୂଜା ଭସାଣୀ ପ୍ରୋସେସନ ସମୟରେ ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ରାତି ୧୦ଟା ପରେ ଅଧିକ ସାଉଣ୍ଡ ଦେଇ ଡିଜେ ବଜାଉଥିବାରୁ ଉଠାଇ ଆଣିଥିଲା ପୋଲିସ । ଯାହାକୁ ନେଇ ବିରୋଧ କରିଥିଲେ ସ୍ଥାନୀୟଲୋକେ । ଏପିରିକି ଯୁବକଙ୍କ ଗିରଫ ପ୍ରତିବାଦ କରି ଲକ୍ଷ୍ମୀ ସାଗର ଅଞ୍ଚଳର ଶତାଧିକ ମହିଳା ଥାନା ଘେରାଉ କରିଛନ୍ତି। 

nis-ad
Leave A Reply

Your email address will not be published.