ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣପତ୍ର ପ୍ରଦାନ

ଫୁଲବାଣୀ : ବାଲିଗୁଡା ଉପ କୋଷାଗାର କାର୍ଯ୍ୟଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି l ଉପ କୋଷାଗାର ଅଧିକାରୀ ସୁଧାକର କହଁର
ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଜିତେନ୍ଦ୍ର କୁମାର ସାହୁ ଅଫିସରେ କାର୍ଯ୍ୟରତ ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ l ବାଲିଗୁଡା ଅଂଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସ ବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇ ଥିଲେ l ମୋ ସେବାକେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି l ରାଜ୍ୟ ସରକାରଙ୍କ ଏହି ଯୋଜନା କୁ ପେନସନ ଉପଭୋକ୍ତା ଧନ୍ୟବାଦ ଜଣେଇଛନ୍ତି l

nis-ad
Leave A Reply

Your email address will not be published.