ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ

କେନ୍ଦୁଝର, ୦୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍‌ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.