ଜୟପୁର ବିମାନବନ୍ଦରକୁ ମିଳିଲା ଏରୋଡ୍ରମ୍ ଲାଇସେନ୍ସ 

ଜୟପୁର  : ଜୟପୁରବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରକୁ ମିଳିଲା ଏରୋଡ୍ରମ୍ ଲାଇସେନ୍ସ । ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ମିଳିଲା ଲାଇସେନ୍ସ ।

ଲାଇସେନ୍ସ ପ୍ରଦାନ କଲା ଡିଜିସିଏ । ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ମିଳିଲା ଲାଇସେନ୍ସ।

nis-ad
Leave A Reply

Your email address will not be published.