ପାରିବାରିକ କଳହରୁ ଭାଇକୁ ହାଣିଲା ଭାଇ

ଯାଜପୁର,୨୦ /୧୦: ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ କୋଦାଳରେ ହାଣିଲା ଭାଇ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସନ୍ତୋଷ ସେଠିଙ୍କ ଆକ୍ରମଣରେ ଭାଇ ସୁରେଶ ଗୁରୁତର ହୋଇଥିବା ଜଣାପଡ଼ିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.