ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ, ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ, ୪ ଗୁରୁତର

ମାର୍ଶାଘାଇ, ୧୮/୧୦: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ । କଣ କଷୋଟୀ ଗାଁରେ ଭଷାଣୀ ପ୍ରୋଶେସନ ସମୟରେ ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ସମସ୍ତ ଆହତଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ମୃତକ କଣ କଷୋଟୀ ଗ୍ରାମର ବିଶ୍ବଜିତ ଲେଙ୍କା ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.