ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୧୫।୧୦ : ଶନିବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍‌ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।  

ତେବେ ମିଳିଥିବା ସୂଚନାନୁସାରେ ଶନିବାର ଅପରାହ୍ନରେ ବସିଥିବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ପ୍ରାୟ ୧୦ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ତେବେ କେଉଁ କେଉଁ ପ୍ରସ୍ତାବ । ସେନେଇ ସବିଶେଷ ସୂଚନା ମିଳିନାହିଁ ।

nis-ad
Leave A Reply

Your email address will not be published.