ସ୍କୁଲ ନଯିବାକୁ ଜିଦ କରି ଦେହରେ କିରାସିନି ଢାଳିଦେଲା ନାବାଳକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଯାଜପୁର : ଟମକା ଥାନା ସମରପିଟା ଗ୍ରାମରେ ସ୍କୁଲ ନଯିବାକୁ ଜିଦ କରି କିରାସିନି ଢାଳି ହୋଇ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତର କରାଯାଇଥିଲା

ତେବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି ମୃତ ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଥିଲେ । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

nis-ad
Leave A Reply

Your email address will not be published.