ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର ୧୧।୧୦: ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ପ୍ରୀତିପୁର ଅଞ୍ଚଳର ମାନିନୀ ଜେନା ବୋଲି ଜଣାପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଘଟଣା ସ୍ଥଳରେ ବିଂଝାରପୁର ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.