ସ୍ବାଧୀନତା ସଂଗ୍ରାମୀ ଵିଶ୍ବନାଥ ପଶାୟତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ, ୧୦/୧୦: ସ୍ବାଧୀନତା ସଂଗ୍ରାମୀ ତଥା ଵିଶିଷ୍ଟ ଆଇନଜୀବୀ ଵିଶ୍ବନାଥ ପଶାୟତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । କଟକ ସିଡିଏ ସେକ୍ଟର-୮ ପାର୍କରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ମନ୍ତ୍ରୀ ଅତନୁ ସଵ୍ୟସାଚୀ ନାୟକ ଏହି ପ୍ରତିମୂର୍ତ୍ତର ଉନ୍ମୋଚନ କରିଛନ୍ତି । ଏହି ଅଵସରରେ ମେୟର ସୁଵାଷ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ଲୋକସେଵକ ମଣ୍ଡଳର ଓଡିଶା ଶାଖା ମୁଖ୍ୟ ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.