ଭସାଣୀ ଵେଳେ ଉତ୍ତେଜନା, ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ

କଟକ: ଭସାଣୀ ଵେଳେ ତୀଵ୍ର ଉତ୍ତେଜନା ଦେଖାଦେଇଛି । ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

nis-ad
Leave A Reply

Your email address will not be published.