ନୋବେଲ୍‌ ପୁରସ୍କାର ୨୦୨୨: ମେଡିସିନ୍‌ରେ କ୍ଷେତ୍ରରେ ନୋବେଲ୍ ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱେନ୍ତେ ପାବୋ

ନୂଆଦିଲ୍ଲୀ: ସାଇକୋଲୋଜୀ ଓ ଔଷଧ ପାଇଁ ୨୦୨୨ ନୋବେଲ୍ ପୁରସ୍କାର ପାଇବେ ସୁଇଡେନ୍‌ ବୈଜ୍ଞାନିକ ସ୍ୱନ୍ତେ ପାବୋ। ମାନବବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ୨୦୨୨ ନୋବେଲ୍ ପୁରସ୍କାର ମିଳିବ।

nis-ad
Leave A Reply

Your email address will not be published.