ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ !

ବ୍ରହ୍ମପୁର: ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଚର୍ଚ୍ଚା ପରେ ବନବିଭାଗର ପଦକ୍ଷେପ। ବନବିଭାଗର ଏକ ଟିମ୍‌ ପହଂଚି ପାଟ୍ରୋଲିଂ ଆରମ୍ଭ କରିଛନ୍ତି । ରାତିରେ ସାବଧାନ ହୋଇ ଚଳପ୍ରଚଳ କରିବାକୁ କୁହାଯାଇଛି ।

ଏହାସହ ଭୟଭୀତ ନହେବାକୁ ସତର୍କ କରାଇଛି ବନବିଭାଗ । ଗତକାଲି ବାଘ ବୁଲୁଥିବା ଖବର ପ୍ରଚାର ହୋଇଥିଲା । ସ୍ଥାନୀୟ ଲୋକ ଯେପରି ଜୀବ କହୁଛନ୍ତି ତାହା ହେଟା କିମ୍ବା ଅନ୍ୟ କିଛି ହୋଇଥାଇପାରେ ବୋଲି କହିଛି ବନବିଭାଗ।

nis-ad
Leave A Reply

Your email address will not be published.