ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏ ଅବସରରେ  ମାଟି ନିର୍ମିତ ଚା କପ୍‌ ସାହାଯ୍ୟରେ ମୋଦିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି । ପ୍ରାୟ ୫ ଫୁଟ ଉଚ୍ଚର ବାଲୁକା କଳାରେ ୫ ଟନର ବାଲି ବ୍ୟବହୃତ ହୋଇଛି । ୧୨୧୩ଟି ମାଟି ନିର୍ମିତ କପ୍‌ ବ୍ୟବହାର ହୋଇଛି ।

nis-ad
Leave A Reply

Your email address will not be published.