୬ ଫାୟାର୍‌ ଷ୍ଟେସନକୁ ଆଇଏସ୍‌ଓ ମାନ୍ୟତା

କଟକ: ଫାୟାର ଷ୍ଟେସନ୍‌ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ ସହ ଧନଜୀବନର ସୁରକ୍ଷା, ଉଦ୍ଧାର ଆଦି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦମକଳ କେନ୍ଦ୍ର (ଫାୟାର ଷ୍ଟେସନ)କୁ ଆଇଏସ୍‌ଓ ମାନ୍ୟତା ମିଳିବାରେ ଲାଗିଛି । ପୂର୍ବରୁ ରାଜ୍ୟର ପ୍ରାୟ ୫ଟି ଫାୟାର ଷ୍ଟେସନ୍‌ ଆଇଏସ୍‌ଓ ମାନ୍ୟତା ପାଇଥିବା ବେଳେ ଏବେ ପୁଣି ୬ଟି ଦମକଳ କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା ମିଳିଛି ।

ବୌଦ୍ଧ ଫାୟାର୍‌ ଷ୍ଟେସନ୍‌, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଫାୟାର୍‌ ଷ୍ଟେସନ୍‌, ପୁରୀ ଫାୟାର୍‌ ଷ୍ଟେସନ୍‌, ଶ୍ରୀଜଗନ୍ନାଥ ଫାୟାର ଷ୍ଟେସନ, ବାରିପଦା ଫାୟାର ଷ୍ଟେସନ, ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଫାୟାର ରେଞ୍ଜ ଅଫିସ ଆଇଏସ୍‌ଓ ମାନ୍ୟତା ମିଳିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.