ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ ନବୀନ

ଭୁବନେଶ୍ବର; ମନ୍ତ୍ରୀ ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ । ଲୋକଙ୍କ ସମସ୍ୟା ଓ ଅସୁବିଧା ସଂପର୍କରେ ବି ତଥ୍ୟ ନେବେ । ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଉପରେ ରହିବ ଫୋକସ ।

ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେଦୂର ପାଳନ ହୋଇଛି, ଆଉ କଣ ବାକି ରହିଛି ତାହା ଉପରେ ବି ଆଲୋଚନା ହେବ ।

ଆସନ୍ତା ୨୮ ତାରିଖରେ ମନ୍ତ୍ରୀ ଓ ବିଧାୟକଙ୍କୁ ଟ୍ରେନିଂ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହେବ ।

nis-ad
Leave A Reply

Your email address will not be published.