ସାଂସଦ ଏବଂ ବିଧାୟକଙ୍କ ମାରାଥନ ଗସ୍ତ : ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ…

ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭାଲୁକୋନାଡି ପଞ୍ଚାୟତ କସ୍ତୁରିଆପଡ଼ା ଠାରେ ବୁଢ଼ାରାଜା ମନ୍ଦିର ଓ କଲ୍ୟାଣ ମଣ୍ଡପ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ,ଚକଲାପଦର ଠାରେ ହଷ୍ଟେଲ ଛାତ୍ରାବାସ ଉଦଘାଟନ, ଚନ୍ଦନଧାରା ଠାରେ କଲ୍ୟାଣ ମଣ୍ଡପ,ବରପାଣି ଠାରେ ଠାକୁରାଣୀ ମନ୍ଦିର,ଇଚ୍ଛାପୁର ଠାରେ ଠାକୁରାଣୀ ମନ୍ଦିର, ଡାଇନିଗୁଡା ଛକ ଠାରେ ମାର୍କେଟ କମ୍ପ୍ଲେକ୍ସ,ଫୁପୁଗାଁ ଠାରେ ମାର୍କେଟ କମ୍ପ୍ଲେକ୍ସ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀ #ରମେଶଚନ୍ଦ୍ରମାଝୀ ମୁଖ୍ୟଅତିଥି ଭାବେ ଓ ସମ୍ମାନିତ ଅତିଥି ମାନ୍ୟବର ଝରୀଗାଁ ବିଧାୟକ ଶ୍ରୀ ପ୍ରକାଶଚନ୍ଦ୍ର_ମାଝୀ ଯୋଗଦାନ କରିଥିଲେ !ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜ଼ିଲ୍ଲା ସଂଯୋଜକ ଶ୍ରୀ ପ୍ରମୋଦ ପାଢ଼ୀ,ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ମାଝୀ,ସାଂସଦ ପ୍ରତିନିଧି ଶ୍ରୀ ପ୍ରିୟରଞ୍ଜନ ଦାସ ତଥା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ !

nis-ad
Leave A Reply

Your email address will not be published.