ଚଳିତ ବର୍ଷ ଜମିବ କଟକ ବାଲିଯାତ୍ରା: ଚିହ୍ନଟ କରାଯିବ ୧୦୦ ଏକର ଜାଗା

କଟକ: ଏଥର ଜମିବ କଟକ ବାଲିଯାତ୍ରା । ଚଳିତ ବର୍ଷ କଟକ ବାଲିଯାତ୍ରାକୁ ବୃଦ୍ଧି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଶହେ ଏକର ଜାଗା ଚିହ୍ନଟ କରାଯିବ । ୧୬ ଶହ ଷ୍ଟଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ୨ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଥିବାରୁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟା ଏବଂ ପାର୍କିଂ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କାରଣର ଯାତ୍ରାର ଯଥେଷ୍ଟ ସମୟ ଆଗରୁ ସମସ୍ତ ବିଭାଗ ସହ ସମନ୍ୱୟ ବୈଠକ ଡାକିଛନ୍ତି ଜିଲ୍ଲାପାଳ ।

ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ମଞ୍ଚ ପ୍ରସ୍ତୁତ କରିବାକୁ ବୈଠରେ ନିଷ୍ପତ୍ତି ହୋଇଛି । ଏତର ବାଲିଯାତ୍ରାରେ ମହାନଦୀରେ ନୌକା ବିହାର କରିବାକୁ ମଧ୍ୟ ସୁଯୋଗ ମିଳିବ ।

nis-ad
Leave A Reply

Your email address will not be published.