ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧର୍ଯ୍ୟ ହେଲା ଲଗ୍ନ । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ । ସକାଳ ୧୦.୦୭ରୁ ୧୦.୨୧ ମଧ୍ୟରେ ସୁବର୍ଣ୍ଣପୁରରେ ଲାଗିହେବ ନବାନ୍ନ । ସେପଟେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ମଧ୍ୟ ଲଗ୍ନଧାର୍ଯ୍ୟ ହୋଇଛି ।

ମାଆଙ୍କଠାରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ଲାଗି ହେବ ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆ ଖାଇବେ।

nis-ad
Leave A Reply

Your email address will not be published.