ସୁନ୍ଦରଗଡ଼ : ବରିଷ୍ଠ ବିଜେପି ନେତା ସହଦେବଙ୍କ ଦେହାବସାନ…


ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଜେପିର ବରିଷ୍ଠ ନେତା , ଦଳର ମାର୍ଗଦର୍ଶକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ଜିଲ୍ଲା ସଭାପତି ସହଦେଵ ଖାଖାଙ୍କ ଆଜି ସଂଧ୍ୟା ସମୟ ୫.୦୦ ଘଟିକାରେ ସୁନ୍ଦରଗଡ଼ ଠାରେ ଦେହାନ୍ତ ହୋଇଯାଇଛି । ଆସନ୍ତାକାଲି ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭୋଜପୁର ଠାରେ ସମୟ ସକାଳ ୭.୦୦ ଘଟିକାରୁ ୧୦.୦୦ ଘଟିକା ପର୍ଯ୍ୟନ୍ତ ଶେଷ ଦର୍ଶନ ଶେଷକୃତ ସପନ୍ନ ହେବ । ଏଣୁ ଏହି ଶେଷ ଦର୍ଶନ କାର୍ଯ୍ୟରେ ଯୋଗଦାନ କରି ସ୍ବର୍ଗତଃ ଆତ୍ମା ର ସଦଗତି କାମନା ପୂର୍ବକ ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଜିଲ୍ଲା ବିଜେପି ସଂଗଠନ ତରଫରୁ ନିବେଦନ କରାଯାଇଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.