୩୨୬ ନମ୍ବର ରାଜ୍ୟ ରାଜପଥରେ ଭାଙ୍ଗିଲା ବ୍ରିଜ

କୋରାପୁଟ : ବଙ୍ଗଳାଗୁଡା ନିକଟରେ ଭାଙ୍ଗିଲା ବ୍ରିଜ । ୩୨୬ ନମ୍ବର ରାଜ୍ୟ ରାଜପଥରେ ଭାଙ୍ଗିଲା ବ୍ରିଜ । ୬୦ ଫୁଟ ଲମ୍ବର ବ୍ରିଜ ଭାଙ୍ଗି ୨୦ ଫୁଟ ତଳକୁ ଦବିଲା । ରାୟଗଡା ଓ କୋରାପୁଟ ମଧ୍ୟରେ ଗମନଗମନ ପ୍ରଭାବିତ । ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡ଼ା ୩୨୬ ନ ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟରେ ପୋଲ ଭୁଶୁଡି ପଡିଛି ।

ଫଳରେ ଏହି ଜାତୀୟ ରାଜପଥରେ ଗାଡି ଚଳା ଚଳ ପ୍ରଭାବିତ ହୋଇଛି ।ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି ।

nis-ad
Leave A Reply

Your email address will not be published.