କାଣି ନଦୀ ବନ୍ଧରେ ଘାଇ, ବିପଦ ସଂକେତ ଟପିଲା ଦେବୀ ନଦୀ

ଯାଜପୁର : କାଣି ନଦୀ ବନ୍ଧରେ ଘାଇ ଗାଁ ରେ ପଶିଲା ପାଣି । ଦଶରଥପୁର ବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ଘାଇ । ବୈତରଣୀ ରେ ପ୍ରବଳ ପାଣି ଯୋଗୁଁ ଶାଖା କାଣି ନଦୀରେ ବନ୍ୟା ।
ସେପଟେ ବିପଦ ସଂକେତ ଟପିଲା ଦେବୀ ନଦୀ । କାକଟପୁର ବାଉରିଆକଣ ନିକଟରେ ବିପଦ ସଂକେତ ଟପିଲା । ବିପଦ ସଂକେତ ୪.୯୩ ମିଟର ଥିବା ବେଳେ ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ।

nis-ad
Leave A Reply

Your email address will not be published.