ଚିନ୍ତା ବଢାଇଲା ‘ତେଲ୍‌’ ନଦୀ

ଭୁବନେଶ୍ୱର :ଛତିଶଗଡ ବର୍ଷା ସହ ଚିନ୍ତା ବଢାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ ନଦୀ ପାଇଁ ଚିନ୍ତା ବଢିଲା । କାଲି ତେଲ ନଦୀରୁ ଦେଢ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା । ଆଜି ତାହା ବଢି ସାଢେ ୫ ଲକ୍ଷ ହେଲାଣି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଉପରମୁଣ୍ଡରୁ ହୀରାକୁଦ କୁ ପ୍ରାୟ ୯ ଲକ୍ଷ କ୍ୟୁସେକ ଜଳ ପଶୁଛି ।

ଉପରମୁଣ୍ଡର ୯ ଲକ୍ଷ ଓ ତେଲ ନଦୀର ସାଢେ ୫ ଲକ୍ଷ ପାଇଁ ଚିନ୍ତା ବଢିଛି । ସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇ ପାରେ ବୋଲି କହିଛନ୍ତି ଏସଆରସି ।

nis-ad
Leave A Reply

Your email address will not be published.