ରାଜଧାନୀରୁ ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ଚକେଇସିଆଣିରୁ ବ୍ରାଉନସୁଗର ଜବତ। ନିଶା ବେପାରୀ ବାବୁ ନାୟକକୁ ଗିରଫ କରିଥି ମଞ୍ଚେଶ୍ୱର ଥାନା ପୁଲିସ । ବାବୁ ନାୟକକ ଠାରୁ ୧୦ଗ୍ରାମ ବ୍ରାଉନସୁଗର ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ବାବୁ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱରରେ କାରବାର କରୁଥିଲା । ଏହି ବ୍ରାଉନସୁଗର ରାକେଟ ନେଇ ପୁଲିସ ଅଧିକ ପଚାର ଉଚୁରା ଜାରି ରଖିଛି।

nis-ad
Leave A Reply

Your email address will not be published.