ବଢ଼ିଲା ତିର୍ତ୍ତୋଲ ବିଧାୟକ ଙ୍କ ଅଡୁଆ, ବାନ୍ଧବୀ ଆଣିଥିବା ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

ତିର୍ତ୍ତୋଲ: ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ବାନ୍ଧବୀ ସୋମାଲିକା ଦାଶ ଆଣିଥିବା ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ବିଧାୟକ ବିଜୟ ଶଙ୍କର ଏକ ସେକ୍ସ ରାକେଟ ଚଳାଉଥିବା ନେଇ ସୋମାଲିକା ଅଭିଯୋଗ କରିଥିବାରୁ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି ।

nis-ad
Leave A Reply

Your email address will not be published.