ଫୁଲବାଣୀ : ଇଣ୍ଡିଗୋ ସହ ୫୧ କେଜି ଗଂଜେଇ ଜବତ, ଜଣେ ଗିରଫ…

ଫୁଲବାଣୀ – ସଦର ପୋଲିସକୁ ମିଳିଛି ପୁଣି ଏକ ସଫଳତା l ଫୁଲବାଣୀ ସଦର ପୋଲିସ ଗୌଡପଡା ଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି l ଏଥିରେ ସ୍ଥାନୀୟ ପେଂଜି ସାହିର ଭି.ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତେଵେ ଅନ୍ୟ ଜଣେ ଘଟଣା ସ୍ଥଳରୂ ଫେରାର ହୋଇଯାଇଥିଲl ଏ ନେଇ ସଦର ପୋଲିସ ୧୨୩/୨୨ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି l

nis-ad
Leave A Reply

Your email address will not be published.