ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ

ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫ ଜଣରେ ପହଁଚିଲା ଗିରଫ ସଂଖ୍ୟା ମୁଖ୍ୟ । ମୁଖ୍ୟ ଅଭଯୁକ୍ତ ଏବେ ବି ଫେରାର ଅଛି ଏବଂ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ।

nis-ad
Leave A Reply

Your email address will not be published.