ବାଣୀବିହାରରେ ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ବର: ବାଣୀବିହାର ପରିସରରେ ବୁଲିଲା ଖଣ୍ଡା ଓ ଭୁଜାଲି। ଉତ୍କଳ ବିଶ୍ବବିଦ୍ୟାଳୟର ପୁରୁଣା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି। ଉଭୟ ଛାତ୍ରଗୋଷ୍ଠୀ ଗାଳିଗୁଲଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। କିଛି ଗାଡ଼ି ଭଙ୍ଗାରୁଜା ସହ ଠେଙ୍ଗାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.