ସାଲେପୁରରେ ଆରମ୍ଭ ହେବ ମୋ ବସ୍‌ ସେବା

ସାଲେପୁର: ଦାବି ହେବ ପୂରଣ । ଗମନାଗମନ ହେବ ଆହୁରି ସହଜ । ସାଲେପୁରରେ ଆରମ୍ଭ ହେବ ମୋ ବସ୍‌ ସେବା । ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇଦେବାକୁ ଯାଉଛନ୍ତି ମୋ ବସ୍ ସେବା।

ଖବର ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଯୋଗାଇ ଦେଉଛନ୍ତି ମୋ ବସ୍ ସେବା ।

nis-ad
Leave A Reply

Your email address will not be published.