ରାଜଧାନୀରେ ବିଳମ୍ବିତ ରାତିରେ ୧୯ଟି ବାରରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବାରରେ କମିଶନରେଟ ପୋଲିସର ଚଢ଼ାଉ । ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୋଲିସ । ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବର ପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ ହୋଇଥିଲା । ଏସିପି ଜୋନ-୪ ଅଞ୍ଚଳରେ ଥିବା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୨ଟି ଓ ଏସିପି ଜୋନ-୬ ଇନଫୋସିଟି ଥାନା ଅଞ୍ଚଳରେ ୭ଟି ବାର ଉପରେ ଚଢ଼ାଉ କରାଯାଇଥିଲା ।

nis-ad
Leave A Reply

Your email address will not be published.