ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟସ୍ତ ଇସ୍କନ ମନ୍ଦିର ନିକଟରେ ଗାଈ କୁ ଧକ୍କା ଦେଲା କାର…


ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟସ୍ତ ଇସ୍କନ ମନ୍ଦିର ନିକଟରେ କାର ହୁଣ୍ଡାଇ ଓ ଡ଼ି O୨ ବି ଏନ ୫ ୬ ୭ ୮

ଏକ ଗାଈ କୁ ଧକ୍କା ଦେଇ ଦୁର୍ଘଟଣାରେ ଘଟିଛି ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ନିକଟସ୍ଥ ବୁଢାଆମ୍ବ ଠାରୁ ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣା ଯାଉଥିବା ବେଳେ ଆଜି ଅପରାହ୍ନ ରେ ଏହି ଦୁର୍ଘଟଣାରେ ଘଟିଛି ଗାଡିଟି ଅତି ଦ୍ରୁତ ଗତିରେ ଆସି ନିଜର ଭାରସୋମ୍ୟ ହରାଇ ଏକ ଗାଈକୁ ଧକା ଦେବାଫଳରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା l କାର ଚାଳକ ଡି ବାବୁଲା ଗୌଡ଼, କାର ଭିତରେ ଥିବା କାଁହୁ ରାଉଳ ଓ ହରିଶ ପାତ୍ର କାର ଭିତରେ ଲାଗି ଥିବା ବେଲୁନ ଯୋଗୁଁ ଜୀବନ ରକ୍ଷା ପାଇଥିଲେ l ହେଲେ ଘଟଣା ସ୍ଥଳରେ ଧକ୍କା ହେଇ ଥିବା ଗାଈ ଟିର ମୃତ୍ୟୁ ହେଇଥିଲା l କିଛି ସମୟ ପରେ ବ୍ରହ୍ମପୁର ଟ୍ରାଫିକ ଥାନା ର ଅଧିକାରୀ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ଟ୍ରାଫିକ ପୋଲିସ ଦୁର୍ଘଟଣା ନିକଟରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଗାଡିଟିକୁ ଜବତ କରିବା ସହିତ ଉକ୍ତ ଗାଇଟିକୁ ସେଠାରୁ ଉଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

nis-ad
Leave A Reply

Your email address will not be published.