ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ନୂତନ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ଶରତ ପଟ୍ଟନାୟକ । ଓଡିଶା ପିସିସି ସଭାପତି ନିଯୁକ୍ତ ପରେ ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା । ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ । ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବୁ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ସଂଗଠନ କୁସୁଦୃଢ କରିବା ପାଇଁ ମିଳିତ ଭାବେ କାମ କରିବୁ ।

ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି କରିବୁ । ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧି ଙ୍କୁ କୃତଜ୍ଞତା ଜଣାଇଛନ୍ତି ଶରତ । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ । ନିରଞ୍ଜନ ପଟ୍ଟନାୟକ ଙ୍କ ଇସ୍ତଫା ଗୃହୀତ ନେଇ ଏଆଇସିସି ର ସୂଚନା ।

nis-ad
Leave A Reply

Your email address will not be published.