ସମୁଦ୍ରର ଉଚ୍ଚ ଢେଉରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା

ବ୍ରହ୍ମପୁର: ଗଞ୍ଜାମରେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ । ଆର୍ଯ୍ୟପଲ୍ଲୀରେ ସମୁଦ୍ରର ଉଚ୍ଚ ଢ଼େଉରେ ଓଲଟିଲା ମତ୍ସ୍ୟଜୀବୀ ଡଙ୍ଗା । ଡଙ୍ଗାରେ ଥିବା ୫ରୁ ଅଧିକ ମତ୍ସ୍ୟଜୀବୀ ସମୁଦ୍ରରେ ଭାସି ଯାଉଥିବା ବେଳେ ସୁରକ୍ଷିତ କରାଯାଇଛି ଉଦ୍ଧାର । ସେହିପରି ଉଚ୍ଚ ଢ଼େଉରେ ୨ଟି ଡଙ୍ଗା ଭାସି ଯାଇଥିବା ବେଳେ, ଅନ୍ୟ ୩ଟି ଡଙ୍ଗା ଭାଙ୍ଗିଯାଇଛି । ଲକ୍ଷାଧିକ ଟଙ୍କାର ଜାଲ ମଧ୍ୟ ନଷ୍ଟ ହୋଇଯାଇଛି ।

nis-ad
Leave A Reply

Your email address will not be published.