ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଘଟଣା: ହସ୍ତକ୍ଷେପ କଲେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ନିଜଆଡୁ ହସ୍ତକ୍ଷେପ କରିବା ସହ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରିଛନ୍ତି । ପ୍ରକାଶିତ ଖବର ଅନୁସାରେ ପିଲା କୁଆଡେ ଗଲେ ସେନେଇ ଉତ୍ତର ରଖିବାକୁ ୧୩ ତାରିଖ ଯାଏଁ ସମୟ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ।

nis-ad
Leave A Reply

Your email address will not be published.