ମଦ ପିଇ ବେପାରୁଆ ମଟର ସାଇକେଲ ଆକ୍ସିଡେଣ୍ଟ : ଚାଳକ ଗୁରୁତର…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଟିମନପୁର ପଞ୍ଚୟେତର ବାଲିବେଡା ଛକ ଠାରେ ଦିନ ଅପରାନ୍ୟ 2ଟା ବେଳେ OD 24H 0901ଏକ ହିରୋ ହୋଣ୍ଡା ମଟର ସାଇକେଲ ଏକ୍ସଛିଡେଣ୍ଟରେ ଦୁଇ ଜଣ ଗୁରୁତର ଆହତ ହେଇଛନ୍ତି, ଆହତ ଲୋକଙ୍କୁ ଘର ଗୋନା ପଞ୍ଚୟେତର ଶୋଭାପାଡ଼ା, ବୁଡ଼ରାପାରାର ରାଜାରାମ ଓ ଭଜନ ବଳି କହୁଥିଲେ , 40 ଡିଗ୍ରୀ ତାପରେ ଜଣସାଧାରଣ ହନ୍ତତନ୍ତ ହେଇ ଗରମରେ ଘରର ବାହାରକୁ ଯିବାପାଇଁ ଡରୁଛନ୍ତି କିନ୍ତୁ ଏହି ଦୁଇ ଜଣ ମଦ ପିଇ ବେପାରୁୟାରେ ମଟର ସାଇକେଲ ଚଲୋଉ ଥିଲା ଦେଖିବା ଲୋକ ମାନେ କହୁଛନ୍ତି,ଆମ ସରକାର ମଦ ମୁକ୍ତ ଓଡିଶା ଗଠନ ପାଇଁ କହୁଥିବା
ବେଳେ ଯଦି ନିଜେ ନିଜ ପ୍ରତି ଜାଗୃତ ନ ହେବା ତାହେଲେ ସରକାର କଣ କରିବେ

nis-ad
Leave A Reply

Your email address will not be published.