ଜାତୀୟ ପଞ୍ଚାୟତିରାଜ ଦିବସରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ବିଜୁ ବାବୁ କ୍ଷମତାର ବିକେନ୍ଦ୍ରୀକରଣ ସହ ପଞ୍ଚାୟତର ସଶକ୍ତିକରଣ ଉପରେ ପ୍ରାଥମିକତା ଦେଉଥିଲେ ।

ତାଙ୍କରି ମାର୍ଗଦର୍ଶନରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜାତୀୟ ପଞ୍ଚାୟତିରାଜ ଦିବସରେ ସଂକଳ୍ପବଦ୍ଧ ହୋଇ ଏହାକୁ ଆହୁରି ଦୃଢ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

nis-ad
Leave A Reply

Your email address will not be published.