ଆଜି ବି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ ନା’ରେ ଜନଜାତି କମିଶନଙ୍କ ୱାରେଣ୍ଟ ପ୍ରସଙ୍ଗ । ଆଜି ବି କମିଶନଙ୍କ ନିକଟରେ ହାଜର ହେଲେନି ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଆଇନ୍‌ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ହାଜର ହୋଇନଥିବା ସୂଚନା । ଏ ନେଇ କମିଶନଙ୍କୁ ଚିଠି ଲେଖି ଡିଜିପି ସମୟ ମାଗିଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କୁ ଆଣି ହାଜର କରାଇବାକୁ ଡିଜିପିଙ୍କୁ କମିଶନଙ୍କ ନିର୍ଦ୍ଦେଶ ଥିଲା । ବାରମ୍ବାର ସମନ୍ ସତ୍ତ୍ୱେ ହାଜର ହେଉନଥିବାରୁ ୱାରେଣ୍ଟ ଜାରି ହୋଇଥିଲା ।

nis-ad
Leave A Reply

Your email address will not be published.