ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥିବା ଆଉ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର , ଜଣେ ଏବେ ବି ନିଖୋଜ

କଟକ: ଗତକାଲି କଟକ ଯୋବ୍ରା ନିକଟ ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥବଲେ ତିନି ଯୁବକ । ଜଣେ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ ତେବେ ଉଦ୍ଧାର ହୋଇଥିବା ଚୂନଭାଟି ଚାରିଘରିଆର ସାହିଲ ଖାନ ନାମକ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆୟୁବ ଓ ରାଜ ନାମକ ଆଉ ୨ ଜଣ ନିଖୋଜ ଥିଲେ । ଆଜି ଆୟୁବ ର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ରାଜ ଏବେବି ନିଖୋଜ ଅଛନ୍ତି । 

nis-ad
Leave A Reply

Your email address will not be published.