ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ସୋମବାର ଶ୍ରୀମନ୍ଦିର ଭିତରକାଠ ନିଟକରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ସେବାୟତ ଝୁଣ୍ଟି ପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି ।ଏହା ପରେ ସମସ୍ତ ନୀତିକାନ୍ତି ବନ୍ଦ କରାଯାଇ ମହାପ୍ରଭୁଙ୍କ ବଡମହାସ୍ନାନ ନୀତି କରାଯାଇଛି ।

nis-ad
Leave A Reply

Your email address will not be published.