ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ ମାଡ଼

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ ମାଡ଼। ବନ୍ତ ଥାନା ଶିଲନ୍ଦି ଗାଁରେ ପାର୍ଥ ସାରଥୀଙ୍କ ଉପରେ ଏସିଡ଼ ମାଡ଼। ଜମି ଓ ମଦ ବିକ୍ରିକୁ ବିରୋଧ କରିବାରୁ କେତେକ ବ୍ୟକ୍ତି ତାଙ୍କୁ ଏସିଡ଼ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଆଖି ଓ ମୁହଁରେ ଏସିଡ଼ ମାଡ଼ ହୋଇଛି। ପରେ ଗତ ରାତିରେ ତାଙ୍କ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

nis-ad
Leave A Reply

Your email address will not be published.