ନଗଡ଼ା ଦୁର୍ନୀତିର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ନିଲମ୍ବିତ

ଯାଜପୁର: ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗରେ ଗୁପ୍ତ ଟେଣ୍ଡର କେଳେଙ୍କାରୀକୁ ନେଇ ସରକାର ହରଡ଼ଘଣାରେ ପଡ଼ିଥିବା ‌ବେଳେ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳ ମୁଖ୍ୟଯନ୍ତ୍ରୀ( ନିର୍ମାଣ) ସଂଜୀବ କୁମାର ଦାଶଙ୍କୁ ଗତକାଲି ନିଲମ୍ବିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଚିଠି ନମ୍ବର ୧୧୪୩୬ ତା୬/୪/୨୨ରେ ଶ୍ରୀ ଦାଶଙ୍କୁ ନିଲମ୍ବନ କରାଯାଇଛି।

nis-ad
Leave A Reply

Your email address will not be published.