ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦରେ ବିଜୟୀ…


ଭଞ୍ଜନଗର:- ଆଜି ଅନୁଷ୍ଠିତ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ୮ନଂ ୱାଡ଼ ର କାଉନସିଲର ଶ୍ରୀମତୀ ଶୁଭଶ୍ରୀ ଦାସ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ଜଣାପଡିଛି। ଏହି ବିଜୟ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଏବଂ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଶୁଭେଚ୍ଛା ଜଣାଇଛନ୍ତି।

nis-ad
Leave A Reply

Your email address will not be published.