ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ହାତରେ ପଡିଲା ବିଶାଳ ମାଛ : ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଗଣିବା ପାଇଁ ଆସିଲା ମେସିନ…


ମାଲାକନଗିରିର : ନିର୍ବାହୀ ଯନ୍ତ୍ରୀ ଅଶିଷ ଦାସଙ୍କ ୪ କୋଟିର ସମ୍ପତ୍ତି ଠାବ । ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା ଠାବ କଲା ଭିଜିଲାନ୍ସ | ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଜବତ । ଓଡ଼ିଶା ଇତିହାସରେଏତେ ପରିମାଣର ସମ୍ପତ୍ତି ପୂର୍ବରୁ କେବେ ଜବତ କରିନଥିଲା ଭିଜିଲାନ୍ସ ବିଭାଗ । ଅଶିଷଙ୍କ ପରିବାର ନାଁରେ ରହିଛି ୧୨ଟି ବ୍ୟାଙ୍କ ଆକାଉଣ୍ଟ , ୪ କୋଟିର ବ୍ୟାଙ୍କ ଜମା, ଜୀବନ ବୀମା, ଫିକ୍ସ ଡିପୋଜିଟ । ଆଶିଷଙ୍କ ଆଉ ୨ଟି ବ୍ୟାଙ୍କ ଲକର ଖୋଲାଯାଇନାହିଁ,ଅଧିକ ସମ୍ପତ୍ତି ର ଖୋଲ ତାଡ଼ ଜାରି ରଖିଛନ୍ତି ଭିଜିଲାନ୍ସ ବିଭାଗ । ଏହା ହେଉଛି ଓଡିଶା ଭିଜିଲାନ୍ସ ବିଭାଗ ର ବଡ ସଫଳତା କହିଲେ କିଛି ଭୁଲ ହେବ ନାହିଁ, ଅନେକ ଦିନରୁ ଅଭିଯୋଗ କୁ ଭିତ୍ତି କରି ଭିଜିଲାନ୍ସ ଜାଲ ବିଛାଇ ଥିଲା ଯାହାକି ମାଛ ତ ନୁହେଁ ବିରାଟ କାୟ ତିମି ଭିଜିଲାନ୍ସ ଜାଲରେ ପଡିଛି l ଟଙ୍କା ଗଣିବାକୁ ଶେଷରେ ଟଙ୍କା ଗଣା ମିସିନ ର ଆବଶ୍ୟକ ପଡିଲା, ସୁନା, ରୂପ ରେ ସେ କୁବେର ଠୁ କମ ନୁହନ୍ତି l ଚଢ଼ାଉ ଜାରି ରହିଛି ଆହୁରି ଅନେକ କିଛି ପାଦକୁ ଆସିବା ଅପେକ୍ଷା

nis-ad
Leave A Reply

Your email address will not be published.