ବିଜେଡି କାଉନ୍‌ସିଲର୍‌ ଥାନାରେ ଅଟକ

ସୋନପୁର: ବିଜୟ ଉତ୍ସବରେ ଗୁଳି ଫୁଟାଇବା ବିଜେଡି ନବ ନିର୍ବାଚିତ କାଉନ୍‌ସିଲରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁବର୍ଣ୍ଣପୁର ପୁଲିସ୍‌ ବନ୍ଧୁକ ଜବତ କରିବା ସହିତ ଗୁଳି ଫୁଟାଇବା ଅଭିଯୋଗରେ କାନ୍‌ସିଲର କଇରୁ ସ୍ୱାଇଁ ଓ ତାଙ୍କ ସମୁଦୀ ରାମବାହାଦୂର ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି।

nis-ad
Leave A Reply

Your email address will not be published.